Weight | .02 kg |
---|---|
No of Pages | 48 |
ISBN | 978-93-83236-90-9 |
Language | Oriya |
ନାମ ସଂକୀର୍ତ୍ତନ ଯୋଗ
₹10
- ଆଜିର ସମୟରେ ଈଶ୍ବରଙ୍କୁ ଅନୁଭୂତ କରିବାର ସହଜ ମାଧ୍ୟମ ହେଉଛି ନାମଜପ ।
- ଏହି ଲଘୁଗ୍ରନ୍ଥରେ ନାମଜପର ମହତ୍ତ୍ଵ, ଜଣେ କେଉଁ ନାମଜପ କରିବା ଉଚିତ, ନାମଜପର ପ୍ରଭାବ ଆଦି ବର୍ଣ୍ଣନା କରାଯାଇଛି ।
- ବିଭିନ୍ନ ପ୍ରକାରର ନାମଜପ, ଯେପରିକି ଚେଷ୍ଟା ମାଧ୍ୟମରେ କରାଯାଉଥିବା ନାମଜପ, ଆପେ ଆପେ ହେଉଥିବା ନାମଜପ ଆଦି ବିଷୟରେ ମଧ୍ୟ ସୂଚନା ଦିଆଯାଇଛି ।
- ଈଶ୍ବରଙ୍କ ନାମଜପରେ ସ୍ଥାନ ଓ ସମୟର କୌଣସି ବାଧକ ନାହିଁ ଓ ଏହା ମାଧ୍ୟମରେ ଆମେ ଜନ୍ମ- ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇପାରିବା ।
Reviews
There are no reviews yet.