Weight | .030 kg |
---|---|
No of Pages | 72 |
ISBN | 978-93-83236-93-0 |
Language | Oriya |
ଗୁରୁକୃପାଯୋଗାନୁସାରେ ସାଧନା
₹14
- ଗୁରୁକୃପା କିପରି କାମ କରେ ?
- ‘ଗୁରୁକୃପାଯୋଗ’ ର ମହତ୍ତ୍ଵ କ’ଣ ?
- ‘ସାଧନା’ ଶବ୍ଦର ଅର୍ଥ କ’ଣ ?
- ବ୍ୟଷ୍ଟି ଓ ସମଷ୍ଟି ସାଧନାର ବ୍ୟାଖ୍ୟା କ’ଣ ?
- ଗୁରୁ ପ୍ରାପ୍ତି ଓ ଗୁରୁକୃପା ପାଇବାକୁ କଣ କରିବା ଆବଶ୍ୟକ ?
- କୁଳଦେବତା ଓ ଭଗବାନ ଦତ୍ତାତ୍ରେୟଙ୍କ ନାମଜପର ମହତ୍ତ୍ଵ କ’ଣ ?
- ଜୀବନର ଦୁଃଖକୁ ଧୈର୍ଯ୍ୟର ସହ ସମ୍ମୁଖୀନ ହେବାକୁ ବଳ ଏବଂ ସର୍ବୋଚ୍ଚ ଶ୍ରେଣୀୟ ସ୍ଥାୟୀ ଆନନ୍ଦ କେବଳ ସାଧନା ଦ୍ବାରା ହିଁ କିପରି ମିଳିଥାଏ ?
ଏହିପରି ବିଭିନ୍ନ ପ୍ରଶ୍ନର ଉତ୍ତର ଏହି ଲଘୁଗ୍ରନ୍ଥରେ ଦିଆଯାଇଛି ।
Reviews
There are no reviews yet.