Weight | .02 kg |
---|---|
No of Pages | 62 |
ISBN | 978-93-84461-05-8 |
Language | Oriya |
ଦେବୀପୂଜନ ପଛରେ ଥିବା ଆଧ୍ୟାତ୍ମଶାସ୍ତ୍ର
₹13
- ନବରାତ୍ରୀ ରେ ଘଟସ୍ଥାପନା କାହିଁକି କରାଯାଏ ?
- ଦଶହରାରେ ଦେବୀ ଉପାସନା କାହିଁକି କରାଯାଏ ?
- ଦୀପାବଳିରେ ଲକ୍ଷ୍ମୀ ପୂଜାର ମହତ୍ତ୍ଵ କ’ଣ ?
- ଦେବୀଙ୍କୁ ଅର୍ପଣ କରାଯାଉଥିବା ବସ୍ତ୍ର ତିନିକୋଣିଆ କାହିଁକି କରାଯାଏ ?
- ନିର୍ଦ୍ଦିଷ୍ଟ ଦେବୀଙ୍କୁ ନିର୍ଦ୍ଦିଷ୍ଟ ପ୍ରକାରର ପୁଷ୍ପ ଚଢାଇବାର ଆଧ୍ୟାତ୍ମଶାସ୍ତ୍ର କଣ ?
- ‘ଚଣ୍ଡୀବିଧାନ’ କେତେ ପ୍ରକାରର ରହିଛି ଏବଂ ଏସବୁର ଅର୍ଥ କ’ଣ ?
ଏସବୁ ବିଷୟର ଆଧ୍ୟାତ୍ମଶାସ୍ତ୍ରୀୟ ଜ୍ଞାନ ଏହି ଲଘୁଗ୍ରନ୍ଥରେ ଦିଆଯାଇଛି ।
Reviews
There are no reviews yet.