ନାମ ସଂକୀର୍ତ୍ତନ ଯୋଗ

10

  • ଆଜିର ସମୟରେ ଈଶ୍ବରଙ୍କୁ ଅନୁଭୂତ କରିବାର ସହଜ ମାଧ୍ୟମ ହେଉଛି ନାମଜପ ।
  • ଏହି ଲଘୁଗ୍ରନ୍ଥରେ ନାମଜପର ମହତ୍ତ୍ଵ, ଜଣେ କେଉଁ ନାମଜପ କରିବା ଉଚିତ, ନାମଜପର ପ୍ରଭାବ ଆଦି ବର୍ଣ୍ଣନା କରାଯାଇଛି ।
  • ବିଭିନ୍ନ ପ୍ରକାରର ନାମଜପ, ଯେପରିକି ଚେଷ୍ଟା ମାଧ୍ୟମରେ କରାଯାଉଥିବା ନାମଜପ, ଆପେ ଆପେ ହେଉଥିବା ନାମଜପ ଆଦି ବିଷୟରେ ମଧ୍ୟ ସୂଚନା ଦିଆଯାଇଛି ।
  • ଈଶ୍ବରଙ୍କ ନାମଜପରେ ସ୍ଥାନ ଓ ସମୟର କୌଣସି ବାଧକ ନାହିଁ ଓ ଏହା ମାଧ୍ୟମରେ ଆମେ ଜନ୍ମ- ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇପାରିବା ।
Contact : [email protected]
Mobile : +91 8093504674
Category: Tag: