ଶ୍ରୀ ଗଣେଶ

13

  • ଶ୍ରୀ ଗଣେଶ ବିଦ୍ୟାର ଦେବତା ତଥା ବିଘ୍ନହର୍ତା ଅଟନ୍ତି, ତେଣୁ ତାଙ୍କର ଆରାଧନା ସର୍ବତ୍ର କରାଯାଏ ।
  • ଗଣେଶ ସ୍ତୋତ୍ର ପାଠ ଦ୍ଵାରା ସ୍ମରଣ ଶକ୍ତି ବଢିଥାଏ ଏବଂ ଶରୀରର ଚାରିପଟେ ସୂକ୍ଷ୍ମ- କବଚ ନିର୍ମାଣ ହୋଇଥାଏ ।
  • ସ୍ତୋତ୍ର ସଂସ୍କୃତ ଭାଷାରେ ହୋଇଥିବା କାରଣରୁ ଉଚ୍ଚାରଣରେ ମଧ୍ୟ ଉନ୍ନତି ହୋଇଥାଏ ।
  • ଏହି ଲଘୁଗ୍ରନ୍ଥରେ ଶ୍ଳୋକ ବ୍ୟତୀତ ଶ୍ରୀ ଗଣେଶଙ୍କ ବିଷୟରେ ଆଧ୍ୟାତ୍ମିକ ସୂଚନା, ପ୍ରମୁଖ ବିଶେଷତ୍ଵ, ଗଣେଶ ମୂର୍ତିର କିଛି ବିଶେଷତ୍ବର ଭାବାର୍ଥ, ଗଣପତିଙ୍କର ଉପାସନା ଏବଂ ସ୍ତୋତ୍ର ବିଷୟରେ ସଂକ୍ଷିପ୍ତ ସୂଚନା ମଧ୍ୟ ଦିଆଯାଇଛି ।
  • ସଙ୍କଷ୍ଟନାଶନ ସ୍ତୋତ୍ରର ଶେଷରେ ଏଥିରେ ଥିବା ଗଣେଶଙ୍କ ୧୨ଟି ନାମର ଭାବାର୍ଥ ମଧ୍ୟ ଦିଆଯାଇଛି ।
  • ତେଣୁ ପ୍ରତିଦିନ ଅର୍ଥ ଧ୍ୟାନରେ ରଖି ଗଣେଶ ସ୍ତୋତ୍ରର ଭାବପୂର୍ଣ୍ଣ ପାଠ କରନ୍ତୁ ତଥା ପିଲାମାନଙ୍କୁ ମଧ୍ୟ ଶିଖାନ୍ତୁ ।
Contact : [email protected]
Mobile : +91 8093504674
Category: Tag: